ପୈତୃକ ଗ୍ରାମରେ ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ବାରାଦ୍‌କର ନୂଆ ବର୍ଷ ଉପଲକ୍ଷେ ନିଜ ଭଉଣୀ ଏବଂ ବନ୍ଧୁମାନଙ୍କ ସହ ମହାରାଷ୍ଟ୍ରର ନିଜ ପୈତୃକ ଗାଁକୁ ବୁଲି ଆସିଛନ୍ତି। ଗତକାଲି ଲିଓ ଗାଁରେ ପହଞ୍ଚିବା ପରେ ସେ ନିଜର କୁଳଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଲିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗାଁକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ବିନା ପ୍ରୋଟୋକଲ୍‌ ଓ ସୁରକ୍ଷାରେ ସେ ଆସିଥିଲେ। ଲିଓଙ୍କ … Continue reading ପୈତୃକ ଗ୍ରାମରେ ଭାରତୀୟ ବଂଶୋଦ୍ଭବ ଆୟର୍ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ